fbpx

ଆଜିଠୁ ୨ଦିନ ସଟ୍‌ଡାଉନ ରହିବ ଭବାନୀପାଟଣା

କଳାହାଣ୍ଡି, ୭/୮(ଓଡିଶା ଭାସ୍କର): ରାଜ୍ୟରେ ବଢି ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ତେଣୁ ସବୁ ଜିଲ୍ଲାରେ କରୋନା ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି। ଏହାରି ମଧ୍ୟରେ  କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ଆଜିଠୁ ସଟ୍‌ଡାଉନ ରହିିିବ। ଆଜି ଓ କାଲି ୨ ଦିନ ପାଇଁ ସଟ୍‌ଡାଉନ ରଖିବାକୁ  ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହାସହ ଗାଡ଼ି ଚଳାଚଳ ଓ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦେଶ ଦିିଆଯାଇଛି। ପ୍ରଶାସନ ଘର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.