fbpx

ଦାଦାବଟି ଯୋଗୁଁ କଟକରୁ ୩ ବନ୍ଧାହେଲେ

କଟକ,୧୯ ।୧୦(ଓଡିଶା ଭାସ୍କର): କଟକରେ ଦାଦାବଟି ଆଦାୟ ଅଭିଯୋଗରେ ୩ ଜଣଙ୍କୁ ଗିରଣ କରାଯାଇଛି । ଦରଘା ବଜାର ଥାନା ଅଞ୍ଚଳର ଅଭିଯୁକ୍ତ ରିୟାଜ ଖାନ୍ ଗିରଫ ହୋଇଥିବା ସୂଚନା ମିଳିଛି । ସେହିପରି କ୍ୟାଣ୍ଟନମୋଣ୍ଟ ଥାନା ଅଞ୍ଚଳର ବି. ସୀମାଦ୍ରି ଓ ଆର. ରାମୁ ମଧ୍ୟ ଗିରଫ ହୋଇଛନ୍ତି । ପୂର୍ବରୁ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.