ଭୁବନେଶ୍ୱର,୧ ।୯(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ରାଜ୍ୟରେ ଆଜି ପୁଣି ୩୦୨୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୪୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୧୮୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୫୬୧ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 31st August
New Positives Cases: 3025
In quarantine: 1844
Local contacts: 1181(Details of local contacts will be shared by concerned District Administration)
District Wise Cases
1. Angul: 58
2. Balasore: 40
3. Bargarh: 61
4. Bhadrak: 94
5. Balangir: 24— I & PR Department, Odisha (@IPR_Odisha) September 1, 2020
22. Mayurbhanj: 215
23. Nawarangpur: 46
24. Nayagarh: 67
25. Nuapada: 79
26. Puri: 136
27. Rayagada: 13
28. Sambalpur: 83
29. Sonepur: 22
30. Sundargarh: 56New Recoveries: 4053
Cumulative Tested: 1839854
Positive: 106561
Recovered: 77286
Active Cases: 28719— I & PR Department, Odisha (@IPR_Odisha) September 1, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୬୬ ଓ କଟକରୁ ୩୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।