fbpx

ଏନକାଉଣ୍ଟରରେ ୪ ଆତଙ୍କବାଦୀ ସଫା

ଜମ୍ମୁକାଶ୍ମୀର,୮/୬: ଜମ୍ମୁକାଶ୍ମୀର ରେ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆନ୍ ପଞ୍ଜୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୯ ଆତଙ୍କବାଦୀ ନିହତ ହୋଇ ଥିବା ସୂଚନା ରହିଛି। ସେଠାରେ ସ୍ଥିତି ଖରାପ ଥିବାରୁ ସୋପିଆନରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଏହାସହ ସେଠାରେ ଘରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.