fbpx

ଡକାୟତି ମାମଲା, ୬ଗିରଫ

Advertisement

ନୂଆପଡ଼ା, ୧୫ା୨(ଓଡ଼ିଶା ଭାସ୍କର):ବର୍ତ୍ତବାନ ଡକାୟତ ଓ ଅପରାଧ ସଂଖ୍ୟା ସମାଜରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ନୂଆପଡ଼ା ଖଡ଼ିଆଳର ଫ୍ୟୁଜନ ମାଇକ୍ରୋ ଫାଇନାନ୍ସରେ ଡକାୟତି ଘଟଣା ଘଟିଥିଲା । ଯେଉଁ ମାମଲାରେ ଆଜି ୬ଜଣ ଗିରଫ ହୋଇଛନ୍ତି । ଏହାସହ ଆଉ ଜରେ ଫେରାର ହୋଇଥିବା ସୂଚନା ମଧ୍ୟ ମିଳିଛି । ସେମାନଙ୍କ ସହ ୧ଲକ୍ଷ ୮୮ହଜାର ଟଙ୍କା ଜବତ ହୋଇଛି ।

Get real time updates directly on you device, subscribe now.