fbpx
BSKY SKY
BSKY SKY

ରାଜଧାନୀର ୭ଟି ଜାଗାରେ ହେବ ବାଣ ବିକ୍ରି: ଦୀପାବଳି ପୂର୍ବରୁ ମିଳିଲା ଅନୁମତି

BSKY

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ରାଜଧାନୀର ୭ଟି ଜାଗାକୁ ମିଳିଛି ଅନୁମତି । ଏଣିକି ଦୀପାବଳି ପର୍ଯ୍ୟନ୍ତ ଭୁବନେଶ୍ୱରର ୭ଟି ଜାଗାରେ ବିକ୍ରି ହେବ ବାଣ । ରାଜଧାନୀର ମୋଟ ୭ଟି ସ୍ଥାନକୁ ବାଣ ବିକ୍ରି କରିବା ପାଇଁ ଅନୁମତି ଦେଇଛି ପ୍ରଶାସନ । ଗାଡକଣ, ବମିଖାଲ, ବାପୁଜୀ ନଗର, ଲକ୍ଷ୍ମୀସାଗର, ପାଣ୍ଡରା ସମେତ ବଡଗଡର ୨ଟି ସ୍ଥାନରେ ବାଣ ବିକ୍ରି ପରିବା ପାଇଁ ମିଳିଛି ଗ୍ରୀନ ସିଗନାଲ । ଦୀପାବଳି ପାଇଁ ଏହି ୭ଟି ସ୍ଥାନରେ ବାଣ କିଣିପାରିବେ ଜନସାଧାରଣ ।

Get real time updates directly on you device, subscribe now.