fbpx

କୁନି ବିସ୍ମୟ , 7 ବର୍ଷ ର ଝିଅ ଉଠାଉଛି 80 କିଲୋ ଓଜନ

୭ ବର୍ଷୀୟ ଝିଅ ରୋରି ଭାନ୍‌ ଉଲ୍‌ଫ ର କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ମାତ୍ର 7 ବର୍ଷ ବୟସ ରେ 80 କିଲୋ ର ଓଜନ ଉଠାଉଛନ୍ତି । ରୋରି ନିଜର ୫ମ ଜନ୍ମଦିନ ପରେ ରୋରି ଭାରୋତ୍ତଳନ ତାଲିମ ନେବା ଆରମ୍ଭ କରିଥିଲେ । ଏ କ୍ଷେତ୍ରରେ ସେ ଅନେକ ପୁରସ୍କାର ଓ ସମ୍ମାନର ମଧ୍ୟ ଅଧିକାରିଣୀ ହୋଇଛନ୍ତି । ରୋରିଙ୍କର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଙ୍କୁ ତାଙ୍କ ବାପା ଚଳାଉଛନ୍ତି ।

https://www.instagram.com/p/CImb8eoAXX5/

Get real time updates directly on you device, subscribe now.