fbpx

ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ଜବତ ହେଲା ୮୦ କେଜି ସୁନା, ୧ କ୍ୱିଣ୍ଟାଲ ରୁପା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ଜବତ ହେଲା ୮୦ କେଜି ସୁନା, ୧ କ୍ୱିଣ୍ଟାଲ ରୁପା । ସୂଚନା ଅନୁସାରେ ଏକ ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା, ୧ କ୍ୱିଣ୍ଟାଲ ରୁପା ଜବତ ହୋଇଛି । ଦୁଇଟି ଗାଡ଼ିରେ ଆସୁଥିବା ବେଳେ ଧରିଲେ ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ ।

ଭୁବନେଶ୍ୱର ଏୟାରପୋର୍ଟ ପାଖରୁ ଯାଞ୍ଚ କରି ଧରିଲେ ସିଟି-ଜିଏସ୍‌ଟି ସ୍କ୍ୱାଡ୍‌ । ତେବେ ଏହି ଜବତ ସୁନା, ରୁପାର ଆନୁମାନିକ ମୂଲ୍ୟ ପାଖା ପାଖି ୩୦ କୋଟି ଟଙ୍କା ହେବ । ସବୁଠୁ ବଡ଼ କଥା ହେଉଛି ଏତେ ପରିମାଣର ସୁନା, ରୁପା କାହାର ସ୍ପଷ୍ଟ ହୋଇପାରି ନାହିଁ ।

Get real time updates directly on you device, subscribe now.