fbpx

ମିଳିବ ପାର୍ଟ ଟାଇମ ଚାକିରି: ଏହି ଜାଗାରେ ୮,୦୦୦ ପ୍ରାର୍ଥୀଙ୍କ ପାଇଁ ଭର୍ତ୍ତି ହେବାର ରହିଛି ସୁଯୋଗ

ହିମାଚଳ ପ୍ରଦେଶର ଶିକ୍ଷା ବିଭାଗରେ ୮,୦୦୦ ପାର୍ଟ ଟାଇମ ମଲ୍ଟି ଟାସ୍କ ୱାର୍କର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଠାକାର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଜିଲ୍ଳା ଉପନିର୍ଦ୍ଦେଶକମାନଙ୍କୁ କ୍ୟାବିନେଟ ଅନୁମୋଦନ ପତ୍ର ପଠାଇଛନ୍ତି । ଉପମଣ୍ଡଳ ଅଧିକାରୀଙ୍କର ଏକ କମିଟି ଏହି ଭର୍ତ୍ତି ପାଇଁ ପ୍ରାର୍ଥୀ ଚୟନ କରିବେ ।

ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ମଲ୍ଟି ଟାସ୍କ ୱାର୍କରମାନଙ୍କ ଚୟନ ଏବେ ମେରିଟ ଅନୁସାରେ କରାଯିବ । ଯେଉଁ ପରିବାରରେ କେହି ସରକାରୀ କର୍ମକର୍ତ୍ତା ନଥିବେ ସେମାନଙ୍କ ପ୍ରାଥମିକତା ଦିଆଯିବ ବୋଲି କୁହାଯାଇଛି । ତେବେ ବେରୋଜଗାରୀକୁ ନେଇ ଚିନ୍ତାରେ ରହିଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ବଡ ସୁଯୋଗ ହୋଇପାରିବ । ମଜ

Get real time updates directly on you device, subscribe now.