fbpx

୯ ଅନଲାଇନ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ୫T ଅଧିନରେ ୯ଟି ଅନଲାଇନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କାଗଜବିହୀନ ହେବ । ପ୍ରତମ ରାଜ୍ୟ ଭାବେ ଲର୍ନର ଲାଇସେନ୍ସ ପାଇଁ ମୋବାଇଲ ଆପ୍ କରିଛି ଓଡିଶା ।

Get real time updates directly on you device, subscribe now.