fbpx

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପୁଣି ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଖଣି ଓ ଇସ୍ପାତ ମନ୍ତ୍ରୀ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଅଣ୍ଡାମାଡ଼ । ବାଙ୍କୀ କଲେଜ ଛକ ନିକଟରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି ବିଜେପି କର୍ମୀ । T- ସେତୁ ଲୋକାର୍ପଣ କାର୍ଯ୍ୟକ୍ରମରୁ ଫେରିବା ସମୟରେ ହୋଇଛି ଅଣ୍ଡାମାଡ଼ ।

Get real time updates directly on you device, subscribe now.