fbpx

ମଦ ପାଇଁ ଭଉଣୀର ସିନ୍ଦୁର ପୋଛିଦେଲା ଭାଇ: ଦେଖନ୍ତୁ କଣ କହୁଛି ଭଉଣୀ[Video]

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମଦ ସଦାସର୍ବଦା ପରିବାର ଛାରଖାର କରିଥାଏ । ଏହାର ଏକ ସଦ୍ୟ ଉଦାହରଣ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ମଦ ପାଇଁ ନିଜ ଭିଣୋଇକୁ ଖଣ୍ଡାରେ ହାଣି ହତ୍ୟା କରିବା ସହିତ ଭଉଣୀ ମଥାରୁ ସିନ୍ଦୁର ପୋଛି ଦେଇଛି ଭାଇ ।

ଭଉଣୀ ଶୋଇଥିବା ବେଳେ ଘରେ ପଶି ଭିଣେଇକୁ ହତ୍ୟା କରିଥିଲା ଯୁବକ । ଉଭୟଙ୍କ ମଧ୍ୟରେ ଦୀପାବଳି ସମୟରେ ମଦ ପିଇବାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ଯୁକ୍ତି ପରେ ହତ୍ୟାର ଧମକ ଦେଇଥିଲା ଶଳା । ହଠାତ ଏଭଳି ହତ୍ୟା କରିବାକୁ ନେଇ ଭଉଣୀ ମଧ୍ୟ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.