fbpx

MBBS ଓ BDS ରେ ନାମଲେଖା କାର୍ଯ୍ୟସୂଚୀ: ଜାନୁଆରୀ ୩୧ ସୁଦ୍ଧା କରିପାରିବେ ଚଏସ୍ ଲକିଂ

ଏମବିବିଏସ ଓ ବିଡିଏସରେ ନାମଲେଖା ପାଇଁ ପ୍ରକାଶ ପାଇଲା ସବିଶେଷ କାର୍ଯ୍ୟସୂଚୀ । ଛାତ୍ରଛାତ୍ରୀ ୩୦ ତାରିଖ ପୂର୍ବାହ୍ନ ୧୦ଟାରୁ ଚଏସ୍ ଲକିଂ କରିପାରିବେ । ୩୧ ତାରିଖ ମଧ୍ୟରାତ୍ରି ଯାଏଁ ଚଏସ୍ ଲକିଂ କରିପାରିବେ ଛାତ୍ରଛାତ୍ରୀ । ଏହାପରେ ଫେବୃଆରୀ ୩ ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା । ଫେବୃଆରୀ ୫ରୁ ୧୦ ତାରିଖ ଅପରାହ୍ନ ୫ ଟା ଯାଏଁ ନାମଲେଖା ପାଇଁ ରିପୋର୍ଟିଂ । ୧ମ ପର୍ଯ୍ୟାୟ କାଉନସେଲିଂ ପରେ ଫେବୃଆରୀ ୧୧ ରେ ଖାଲି ସିଟ୍ ତାଲିକା ପ୍ରକାଶ ପାଇବ । ସେହିଭଳି ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ଫେବୃଆରୀ ୧୧ ରୁ ୧୨ ମଧ୍ୟରେ ପଞ୍ଜୀକରଣ ।

Get real time updates directly on you device, subscribe now.