fbpx

ସ୍ୱାସ୍ଥ୍ୟକର୍ମୀଙ୍କ ଛୁଲନ୍ତା ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ

ରାୟଗଡ଼ା: ହସ୍ପିଟାଲ କାର୍ଯ୍ୟାଳୟରୁ ସ୍ୱାସ୍ଥ୍ୟକର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରେଳ ବିଭାଗ ହସ୍ପିଟାଲ କାର୍ଯ୍ୟାଳୟର ଫ୍ୟାନରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।

ତେବେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବାବେଳେ ରାୟଗଡ଼ା ପୋଲିସ୍ ପକ୍ଷରୁ ଏକ ଅପମୃତ ମାମଲା ରୁଜୁ କରାଯାଇ ତଦନ୍ତ କରୁଛି ପୋଲିସ୍ ।

Get real time updates directly on you device, subscribe now.