fbpx

RBI ପକ୍ଷରୁ ବାହାରିଲା ଚାକିରି, ସମସ୍ତ ଗ୍ରାଜୁଏଟ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଭଲ ଚାକିରି ସୁଯୋଗ ଆସିଛି । କୋଭିଡ୍ କାରଣରୁ ଅନେକ ଯୁବକ ଯୁବତୀ ଚାକିରି ହରାଇ ଅନେକ ସମସ୍ୟା ମଧ୍ୟରେ କାଳାତିପାତ କରୁଛନ୍ତି । ତେଣୁ ଏଭଳି ସମୟରେ ଆରବିଆଇ ପକ୍ଷରୁ ମୋଟ ୯୪୦ଟି ପଦବୀ ନିମନ୍ତେ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ପ୍ରଥମେ ନୋଟିଫିକେସନକୁ ଭଲ ଭାବେ ପଢ଼ି ଆପ୍ଲାଏ କରିବାକୁ ଅନୁରୋଧ ।
ବୟସ: ୨୦-୨୮ ବର୍ଷ

ଆବେଦନ ଫିସ୍: ଓବିସି / ଜେନେରାଲ / ଇଡବ୍ଲ୍ୟୁଏସ- ୪୫୦, ଏସସି / ଏସଟି / ପିଡବ୍ଲ୍ୟୁବିଡି / ଏକ୍ସଏସ- ୫୦ ଟଙ୍କା ।

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୧୭.୦୨.୨୦୨୨

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୦୮.୦୩.୨୦୨୨

ଅନଲାଇନ ପରୀକ୍ଷା ତାରିଖ: ୨୬ ଓ ୨୭.୦୩.୨୦୨୨

ଅନଲାନ୍ ମେନ୍ ପରୀକ୍ଷା (ଅନିଶ୍ଚିତ): ମେ ୨୦୨୨

ଅନଲାଇନ ଲିଙ୍କ: https://ibpsonline.ibps.in/rbiafeb22/

ନୋଟିଫିକେସନ: https://opportunities.rbi.org.in/Scripts/bs_viewcontent.aspx?Id=4085

ଅଫିସିଆଲ ୱେବସାଇଟ୍: https://www.rbi.org.in/

Get real time updates directly on you device, subscribe now.