fbpx

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ବରଗଡ଼: ପୂର୍ବତନ ଗଣଶିକ୍ଷାମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ରିପୁନାଥ ସେଠଙ୍କ ପରଲୋକ । ୧୯୯୫ ରେ କଂଗ୍ରେସ ସରକାର ସମୟରେ ଗଣଶିକ୍ଷାମନ୍ତ୍ରୀ ଥିଲେ ରିପୁନାଥ । ଗତଥର ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ତେବେ ସେଠାରେ ତାଙ୍କର ଦେହାନ୍ତ ହୋଇଛି ।

Get real time updates directly on you device, subscribe now.