fbpx

ଜାଣନ୍ତୁ ପ୍ରଫୁଲ୍ଲ କୁମାର ମଲିକଙ୍କୁ ମିଳିଲା କେଉଁ ମନ୍ତ୍ରଳାୟ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ପ୍ରଫୁଲ୍ଲ କୁମାର ମଲିକ । ତାଙ୍କୁ ଇସ୍ପାତ ଓ ଖଣି, ପୂର୍ତ୍ତ ବିଭାଗ ମନ୍ତ୍ରାଳୟ ଦାୟିତ୍ୱ ମିଳିିଛି । କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚିତ ହୋଇଥିଲେ । ବାଣିଜ୍ୟରେ ସ୍ନାତକ କରିବା ସହ ଆଇନରେ ମଧ୍ୟ ସ୍ନାତକ ହାସଲ କରିଛନ୍ତି । ପୁର୍ବରୁ ଇସ୍ପାତ ଏବଂ ଖଣି ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରୁଛନ୍ତି ।

 

 

 

 

Get real time updates directly on you device, subscribe now.