fbpx

ଶ୍ରୀମନ୍ଦିରରେ କରୋନା କଟକଣା ଉଲ୍ଲଂଘନ କରି ଥାନାବାବୁ ଅଟକ

ପୁରୀ,୧୯/୪(ଓଡିଶା ଭାସ୍କର): ଯାଜପୁର ବଡ଼ଚଣା ଥାନା ଅଧିକାରୀ ଦୀପକ ଜେନାଙ୍କ ସପରିବାର ସିଂହଦ୍ବାର ଥାନାରେ ଅଟକ ରହିଛନ୍ତି । ଦକ୍ଷିଣ ଦ୍ବାର ଦେଇ ପରିବାର ସହ ମନ୍ଦିରକୁ ଧସେଇ  ହୋଇ ପଶିଥିଲେ ଥାନାବାବୁ । ହାବିଲଦାରଙ୍କ ଏତଲା କ୍ରମେ ସିଂହଦ୍ଵାର ଥାନାରେ ମାମଲା ରୁଜୁ କରାଯାଇଛି। କରୋନା ସତର୍କତା ନେଇ ଲାଗୁ କରାଯାଇଥିବା ଲକଡ଼ାଉନ ନିୟମ ନମାନି ସେମାନେ ମନ୍ଦିର ଭିତରକୁ ପଶିଥିଲେ।

Get real time updates directly on you device, subscribe now.