fbpx

Tata Memorial Centre ପକ୍ଷରୁ ବାହାରିଲା ୪୦୫ଟି ପଦବୀ: LDC, ଆଟେଣ୍ଡାଣ୍ଟ, ହେଲପର ଓ ନର୍ସ ପୋଷ୍ଟରେ ଦିଆଯିବ ନିଯୁକ୍ତି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଟାଟା ମେମୋରିଆଲ ସେଣ୍ଟର ପକ୍ଷରୁ ୪୦୫ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଲୋୟର ଡିଭିଜନ କ୍ଲର୍କ, ଆଟେଣ୍ଡାଣ୍ଟ, ଟ୍ରେଡ ହେଲପର, ନର୍ସ-ଏ, ନର୍ସ-ବି ଓ ନର୍ସ-ସି ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଡିସେମ୍ବର ମାସ ୨୦ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୧୦ ତାରିଖରେ ସମାପ୍ତ ହେବ । ସମସ୍ତ ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଆବେଦନ ଫିସ୍ ପଇଠ କରିବାକୁ ପଡ଼ିବ । ଏସସି / ଏସଟି / ମହିଳା / ପିଡବ୍ଲ୍ୟୁଡି / ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ଫିସ୍ ଛାଡ଼ କରାଯାଇଛି । ଅନଲାଇନ ମୋଡ଼ରେ ଡେବିଟ୍ କାର୍ଡ / କ୍ରେଡିଟ କାର୍ଡ ଜରିଆରେ ପେମେଣ୍ଟ ଗ୍ରହଣ କରାଯିବ ।

ଅନଲାଇନ୍ ରେଜିଷ୍ଟ୍ରେସନ ଲିଙ୍କ: https://tmc.gov.in/NonMedical/frm_Registration.aspx

ଅନଲାଇନ୍ ଲଗିନ୍ ଲିଙ୍କ୍: https://tmc.gov.in/NonMedical/frm_Login.aspx

ନୋଟିଫିକେସନ ଲିଙ୍କ: https://tmc.gov.in/m_events/Events/JobDetail?jobId=19545#top

ଅଫିସିଆଲ ୱେବସାଇଟ୍ ଲିଙ୍କ: https://tmc.gov.in/index.php/en/

 

Get real time updates directly on you device, subscribe now.