fbpx

OUATର ନୂଆ କୂଳପତି ହେଲେ ପ୍ରପେସର ବିଭୁତି ଭୁଷଣ ବିଶ୍ୱାଳ

ଭୁବନେଶ୍ୱର: OUAT ର ନୂଆ କୂଳପତି ହେଲେ ପ୍ରପେସର ବିଭୁତି ଭୁଷଣ ବିଶ୍ୱାଳ। ଆଗାମୀ ୪ ବର୍ଷ ପାଇଁ ତାଙ୍କୁ ଏହି ପଦରେ ନିଯୁକ୍ତି କରାଯାଇଛି। ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି। ଶ୍ରୀଯୁକ୍ତ ବିଶ୍ୱାଳ ବର୍ତ୍ତମାନ ମେଘାଳୟ IIT ର ନିର୍ଦେଶକ ପାଦରେ ଅଛନ୍ତି।

Get real time updates directly on you device, subscribe now.