fbpx

ESIC ପକ୍ଷରୁ ବାହାରିଲା ୪୭୮ଟି ପଦବୀ: ନୋଟିଫିକେସନ ଦେଖି ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ମୋଟ ୪୭୮ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସ୍ପେଶିଆଲିଷ୍ଟ, ସିନିୟର ରେସିଡେଣ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ବିବରଣୀ ପାଇପାରିବେ ।

ପ୍ରାର୍ଥୀଙ୍କର ବୟସ ୪୫ରୁ ୬୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯ।।ୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଡିପ୍ଲୋମା / ପିଜି / ଏମବିବିଏସରେ ସ୍ପେଶିଆଲିଟି କରିଥିବା ଆବଶ୍ୟକ । ମୋଟ ନଅଟି ବର୍ଗରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସମସ୍ତ ପୋଷ୍ଟ ପାଇଁ ପଦ ସଂଖ୍ୟା ଅଲଗା ଅଲଗା ରହିଛି ।

ନୋଟିଫିକେସନ ଲିଙ୍କ-୧: https://img.freejobalert.com/uploads/2023/01/Notification-ESIC-Sr-Resident-Other-Link1.pdf

ନୋଟିଫିକେସନ ଲିଙ୍କ-୨: https://img.freejobalert.com/uploads/2023/01/Notification-ESIC-Sr-Resident-2.pdf

ନୋଟିଫିକେସନ ଲିଙ୍କ-୩: https://img.freejobalert.com/uploads/2023/01/Notification-ESIC-Super-specialist-Posts.pdf

ନୋଟିଫିକେସନ ଲିଙ୍କ-୪: https://img.freejobalert.com/uploads/2023/01/Notification-ESIC-Specialist-vacancy.pdf

ନୋଟିଫିକେସନ ଲିଙ୍କ-୫: https://img.freejobalert.com/uploads/2023/01/Notification-ESIC-Professor-Other-Vacancy.pdf

ନୋଟିଫିକେସନ ଲିଙ୍କ-୬: https://img.freejobalert.com/uploads/2023/01/Notification-ESIC-Sr-Resident-Specialist-Post-1.pdf

ନୋଟିଫିକେସନ ଲିଙ୍କ-୭: https://img.freejobalert.com/uploads/2023/01/Notification-ESIC-Asst-Professor-and-Other-Posts.pdf

ନୋଟିଫିକେସନ ଲିଙ୍କ-୮: https://img.freejobalert.com/uploads/2023/01/Notification-ESIC-Sr-Resident-Specialist-Post.pdf

ନୋଟିଫିକେସନ ଲିଙ୍କ-୯: https://img.freejobalert.com/uploads/2023/01/Notification-ESIC-Various-Vacancy.pdf

Get real time updates directly on you device, subscribe now.