fbpx

ସାମ୍ବାଦିକଙ୍କୁ ଆକ୍ରମଣ

ପୁରୀ,୩ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂଖ୍ୟା ୧୬୨କୁ ବୃଦ୍ଧିପାଇଛି । ଏହାର ମୁକାବିଲା କରିବା ପାଇଁ ସାମ୍ବାଦିକ ମାନେ ଦିନ ରାତି ଲୋକଙ୍କ ପାଖରେ ଖବର ପହଞ୍ଚାଇବା ଓ ସଚେତନ କରିବାକୁ ଲାଗିପଡିଛନ୍ତି । ଏହାରି ମଧ୍ୟରେ ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ଏନେଇ ପେଣ୍ଠକଟା ମେରାଇନ ଥାନାରେ ଏତଲା ରୁଜୁ ହୋଇଛି । ୩୦୭, ୩୪୧, ୨୯୪,୩୨୩, ୫୦୬, ୪୨୭, ୩୪ ଦଫା ଲାଗିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.