fbpx

ଔରଙ୍ଗାବାଦରେ ଟ୍ରେନ୍ ମାଡିଯାଇ ୧୫ ଶ୍ରମିକ ମୃତ

ଭୁବନେଶ୍ୱର :୮ ।୫(ଓଡିଶା ଭାସ୍କର): ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନ୍ ମାଡିଯାଇ ୧୫ ଶ୍ରମିକ ମୃତ । ଶ୍ରମିକଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରେନ୍ । କର୍ମାଡ ଷ୍ଟେସନ ନିକଟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଛତିଶଗଡକୁ ଫେରୁଥିଲେ ପ୍ରବାସୀ ଶ୍ରମିକ । ସକାଳ ସାଢେ ୬ଟାରେ ଘଟିଛି ଦୁର୍ଘଟଣା ।

Get real time updates directly on you device, subscribe now.