fbpx

ପାରାଦୀପ ପୋର୍ଟ ହେଲଥ ଅଫିସରଙ୍କ ଘରେ ସିବିଆଇର ରେଡ

ପାରାଦୀପ : ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଟ୍ରାପ କରିଛି ସିବିଆଇ । ଡାକ୍ତରଙ୍କ ଘରୁ ମିଳିଲା ଏକ କୋଟି ଟଙ୍କା । ସ୍ୱାସ୍ଥ ଅଧିକାରୀ ଘରେ ସିବିଆଇର ରେଡ । ୫୦ ହଜାର ଲାଞ୍ଚ ନେଇ ଧରା ପଡିବା ପରେ ଚାଲିଛି ରେଡ । ଏକା କାଳୀନ ୪ ଟି ସ୍ଥାନରେ ଚାଲିଛି ରେଡ । ପାରାଦୀପ ଅଫିସ, ଭଡାଘର, ବାଲେଶ୍ୱର ଓ କଟକରେ ଚଢାଉ । କୋଟିଏ ଟଙ୍କା ସହିତ ଅନେକ ବିଦେଶୀ ମୁଦ୍ରା ଜବତ । ଦାମି ସିଗାରେଟ ଓ ମଦ ଜବତ । ସିବିଆଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା । ୨୪ ଘଣ୍ଟାରୁ ଅଧିକ ସମୟ ଚାଲିଛି ରେଡ ।

Get real time updates directly on you device, subscribe now.