fbpx

ମେ ୨୨ରେ WHOର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ମେ ୨୨ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ। ସେ ଜାପାନର ହିରୋକି ନକାତାନୀଙ୍କ ଉତ୍ତରାଧିକାରୀ ଭାବେ ୩ ବର୍ଷ ପାଇଁ ଦାୟିତ୍ବ ନେବେ ବୋଲି ଜଣାପଡିଛି।

Get real time updates directly on you device, subscribe now.