ନୂଆଦିଲ୍ଲୀ: ବାତ୍ୟ ମିଜଗୋମ ଯୋଗୁଁ ତାମିଲନାଡୁରେ ରାଜଧାନୀ ଚେନ୍ନାଇ ସମେତ ଅନେକ ସହରରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡିଛି । ଚାରିଆଡେ ଖାଲି ଜଳମଗ୍ନ ଦେଖିବାକୁ ମିଳିଛି । ରାସ୍ତାଗୁଡ଼ିକରେ ଆଣ୍ଠୁଏ ଆଣ୍ଠୁଏ ପାଣି ଭରିରହିଛି, ଏପରି ପରିସ୍ଥିତିରେ ଲୋକମାନଙ୍କୁ ଯିବାଆସିବାରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।
କୁହାଯାଉଛି ଯେ, ବାତ୍ୟା ଯୋଗୁଁ ଆଜି ଏବଂ ଆସନ୍ତାକାଲି ବହୁତ କଷ୍ଟଦାୟକ ଦିନ ହୋଇପାରେ, ଏଭଳି ପରିସ୍ଥିତିରେ ସରକାର ତଥା ପ୍ରଶାସନ ମଧ୍ୟ ସଜାଗ ରହିଛନ୍ତି ।
ସୋସିଆଲ ମିଡିଆରେ ଏହିପରି ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବର୍ଷା ପରିସ୍ଥିତି ସ୍ପଷ୍ଟ ଦେଖାଯାଉଛି । ବିମାନବନ୍ଦର, ରେଳ ଷ୍ଟେସନ, ସଡ଼କଗୁଡ଼ିକ ଖାଲି ପାଣିରେ ଭରିରହିଥଇବା ଦେଖିବାକୁ ମିଳିଛି । ଆକାଶରୁ ପଡୁଥିବା ଏହି ବିପର୍ଯ୍ୟୟ ବର୍ଷା ଲୋକଙ୍କ ପାଇଁ ଜୀବନକୁ ଆହୁରି କଷ୍ଟକର କରିଦେଇଛି ।
ବିମାନବନ୍ଦରରେ ପାଣି ଭର୍ତ୍ତି –
ବିମାନବନ୍ଦର ଭିତରେ ସବୁଆଡେ ପାଣି ଭରି ରହିଛି । ପ୍ରବଳ ପବନ ଓ ପ୍ରବଳ ବର୍ଷା ହେତୁ ଅନେକ ବିମାନ ବାତିଲ କରାଯାଇଛି । ବିମାନବନ୍ଦର ଭିତରେ ଥିବା ଏହି ଦୃଶ୍ୟକୁ ଦେଖି ଆପଣ କଳ୍ପନା କରିପାରିବେ ଯେ ବର୍ଷାର ଗତି କିପରି ରହିଛି । ଭିତରେ ପାର୍କିଂ ହୋଇଥିବା ବସ୍ ଗୁଡିକ ପାଣିରେ ଥିବାବେଳେ ବିମାନର ଚକ ମଧ୍ୟ ପାଣିରେ ବୁଡି ରହିଛି । ବାହାରେ କାରଗୁଡ଼ିକ ପତ୍ର ପରି ଭାସୁଥିବା ଦେଖିବାକୁ ମିଳିଛି ।
Understand this is Chennai airport today.
The sea seems to have taken it over.
And the most lowly paid staff in an airline typically are out braving it all. 👏👍#ChennaiRains pic.twitter.com/vJWNTmtTez
— Tarun Shukla (@shukla_tarun) December 4, 2023
Breaking 🚨
Very strong wind and heavy rain happening in Sholinganallur Wipro. Stay Safe Everyone 🙏🥺#ChennaiRains #ChennaiFloods $Portal @Portalcoin #CycloneMichaung #zerodhapic.twitter.com/3EYTpbkUYk
— Nits.near.eth 🪻🪼 ❤Memecoin (@Rajput7Eth) December 4, 2023
Be Safe Chennai People 🥺 #CycloneMichuang #ChennaiRains @Portalcoin #ChennaiFloods #Chennai #Michuangpic.twitter.com/GFlRlgxfUX
— Nits.near.eth 🪻🪼 ❤Memecoin (@Rajput7Eth) December 4, 2023
#ChennaiRains
Hi Chennai!
The same old chennai with not a single improvement. This is happening every year & still no one cares about it. All they need is big apartments & for that they cut down the trees, demolish the lakes. Hence, the suffering!!!#CycloneMichuang #CycloneAlert pic.twitter.com/L0yo94nwBD— Bala Harish (@balaharish25) December 4, 2023