fbpx

ଓଡ଼ିଶା ଫେରିଲେ ରାମ ମନ୍ଦିରରେ କାର୍ଯ୍ୟ କରୁଥିବା ଓଡ଼ିଆ ଶିଳ୍ପୀକାର

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଓଡିଶା ଫେରିଲେ ରାମ ମନ୍ଦିରରେ କାର୍ଯ୍ୟ କରୁଥିବା ଓଡ଼ିଆ ଶିଳ୍ପୀକାର । ଅଯୋଧ୍ୟାରେ ନିର୍ମାଣ ଚାଲିଥିଲା ମର୍ଯ୍ୟାଦା ପୁରୋଷତମ ରାମଚନ୍ଦ୍ରଙ୍କ ମନ୍ଦିର । ଆଉ ସେହି ମହାନ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓଡ଼ିଶାର ଶିଳ୍ପୀକାର।

ରାଜସ୍ଥାନର ସ୍ଵତନ୍ତ୍ର ପଥରରେ ନିର୍ମାଣ ହୋଇଛି ଅଯୋଧ୍ୟାର ରାମମନ୍ଦିର । ଅଯୋଧ୍ୟାର ଦୀର୍ଘ ଦିନ ଧରି ରାମ ମନ୍ଦିର ନିର୍ମାଣ କରିଥିବା ସେହି ସମୟର ଅନୁଭୂତି ବଖାଣିବା ବେଳେ ବେଶ ଭାବବିହ୍ଵଳ ହୋଇଛନ୍ତି ଶିଳ୍ପୀକାର । ନିଜକୁ ଧନ୍ୟ ମନେକରିଛନ୍ତି ଶିଳ୍ପୀକାର ।

Get real time updates directly on you device, subscribe now.