fbpx

ଆସନ୍ତା କାଲି ସାଧାରଣତନ୍ତ୍ର ଦିବସ ପାଇଁ ବନ୍ଦ ରହିବ ରାଜ୍ୟର ସବୁ ପେଟ୍ରୋଲ ପମ୍ପ୍

ଭୁବନେଶ୍ୱର: କାଲି ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ବନ୍ଦ ରହିବ । ଜରୁରୀ ସେବା ପାଇଁ ପ୍ରତି ଜିଲ୍ଲାର କିଛି ପେଟ୍ରୋଲ ପମ୍ପ ଖୋଲା ରହିବ ।

ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ପେଟ୍ରୋଲ ପମ୍ପ ବନ୍ଦ ହେବା ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ ସଭାପତି ଶଶାଙ୍କ ସାହୁଙ୍କ ସୂଚନା ।

 

Get real time updates directly on you device, subscribe now.