fbpx

Breaking:ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ଦାବୀରେ ହାଇକୋର୍ଟରେ ମାମଲା

ଭୁୁବନେଶ୍ୱର: ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ଦାବୀରେ ମାମଲା । ଏ ବିଷୟରେ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ମାମଲାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ ଦାବୀ ପ୍ରସଙ୍ଗ । ଯୋଜନା ଲାଗୁ କରିବାକୁ ହାଇକୋର୍ଟରେ ମାମଲା । ରିଟ୍ ଆବେଦନ କଲେ ବିଜେପି ନେତା ସମୀର ମହାନ୍ତି । ମାମଲାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । କେନ୍ଦ୍ର ଯୋଜନାରୁ ରାଜ୍ୟବାସୀଙ୍କୁ ଜାଣିଶୁଣି ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ କରି ମାମଲା ରୁଜୁ କରାଯାଇଛି ।

Get real time updates directly on you device, subscribe now.