fbpx

BIG BREAKING: ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ: ଫାଇନାଲରେ ପହଞ୍ଚିଲା ଭାରତ। ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟରେ ଚମତ୍କାରିତା ଦେଖାଇଛି ଭାରତୀୟ ଦଳ। ଆଜି ଖେଳା ଯାଉଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ହରାଇ ବିଜୟ ହାସଲ କରିଛି ଭାରତୀୟ ଦଳ।

Get real time updates directly on you device, subscribe now.