fbpx

ଟ୍ରମ୍ପଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ, ୩/୬: ଲଦାଖ ସୀମାରେ ଉତ୍ତେଜନା ଭିତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ସ୍ଥିତି, ସୀମା ବିବାଦ ସହ ଜି-୭ ସମ୍ମିଳନୀ ଉପରେ ଆଲୋଚନା କରିଛନ୍ତି ଦୁଇ ନେତା। ଟ୍ରମ୍ପ କହିଛନ୍ତି ଯେ ଭାରତ ସପକ୍ଷରେ ଆମେ ଦୃଢଭାବେ ରହିଛୁ ।

Get real time updates directly on you device, subscribe now.