• Likes
  • Followers
  • Subscribers
  • Followers
  • Android App
  • Tuesday, August 26, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ୧ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଫେସବୁକ

୧ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଫେସବୁକ

By Odisha Bhaskar Bureau On Mar 5, 2024 at 10:16 PM
Share

ଓଡ଼ିଶା ଭାସ୍କର: ଖୋଲିଲା ସୋସିଆଲ ନେଟୱାର୍କ ଫେସବୁକ । ୧ ଘଣ୍ଟାରୁ ଅଧିକ ସମୟ ପରେ ପୁଣିଥରେ ତାହା ସଚଳ ହୋଇଥିବା ଦେଖିବାକୁ ମିଳିଛି। ଫେସବୁକ ସହ ଇନଷ୍ଟାଗ୍ରାମ ମଧ୍ୟ ଖୋଲିଛି। ରାତି ପ୍ରାୟ ୮ଟା ୩୦ ସମୟରେ ହଠାତ ଫେସବୁକ ଓ ଇନଷ୍ଟାଗ୍ରାମ ଅଚଳ ହୋଇଯାଇଥିଲା । ଫଳରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବାରମ୍ବାର ପ୍ରୟାସ କରିବା ପରେ ମଧ୍ୟ ଫେସବୁକ କିମ୍ବା ଇନଷ୍ଟାଗ୍ରାମ ଲଗଇନ ହେଉନଥିଲା। ତେବେ ମେଟା ସର୍ଭର ଡାଉନ ଥିବାରୁ ଏହି ସମସ୍ୟା ଉପୁଜିଥିବା କୁହାଯାଉଥିବା ବେଳେ ଏନେଇ ମେଟା ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା ।

Share

Prev Post

(Video) Facebook-Instagram ଡାଉନ୍ ପରେ ପ୍ରଥମେ କ’ଣ କଲେ ୟୁଜର? ଟ୍ୱିଟରରେ ମିଳିଲା ସମାଧାନ… 

Next Post

ଭାରତରେ ପ୍ରଥମ ଥର ପାଇଁ ପାଣି ଭିତରେ ଟ୍ରେନ୍: କାଲି ଶୁଭାରମ୍ଭ

You might also like More from author
Breaking News

ବଡ଼ ଅଘଟଣ: ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ; ଚାପି ହୋଇଗଲେ ଶ୍ରଦ୍ଧାଳୁ, 5 ମୃତ, ଉଦ୍ଧାର…

Breaking News

ଚିନ୍ମୟ-ଯୁବ, ଈପସିତା-ଛାତ୍ର ବିଜେଡି ସଭାପତି, ନିଯୁକ୍ତି ପ୍ରଦାନ କଲେ ସଭାପତି ନବୀନ ପଟ୍ଟନାୟକ

Featured

‘ଝିଅଙ୍କୁ ଯୌତୁକରେ ସୁନା-ରୂପା ନ ଦେଇ, କଟୁରୀ-ଖଣ୍ଡା ଦିଅନ୍ତୁ’, ପଞ୍ଚାୟତ ଜାରି କଲା…

Breaking News

ଟ୍ରମ୍ପଙ୍କ ସହ କଥା ହେବାକୁ ଚାହୁଁ ନାହାନ୍ତି ମୋଦୀ….4 ଥର ଫୋନ କଲେଣି ହେଲେ ସେ ଉଠାଉ…

Breaking News

333 ବର୍ଷ ପୁରୁଣା ମନ୍ଦିର; ଯେଉଁଠି ଗଣେଶଙ୍କ ପୂଜା କରନ୍ତି ମହିଳା, ଭକ୍ତଙ୍କ ଲାଗେ ଲମ୍ବା ଲାଇନ,…

Breaking News

ହାଇଡ୍ରାମା ରାଜନୀତି; ପୁଣି ସୋଫିଆ-ସୁବାସ ମୁହାଁମୁହିଁ, ମେୟରଙ୍କୁ ନ ଡାକି ସମୀକ୍ଷା ବୈଠକ କଲେ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ବଡ଼ ଅଘଟଣ: ମାତା ବୈଷ୍ଣୋ ଦେବୀ ମାର୍ଗରେ…

ଚିନ୍ମୟ-ଯୁବ, ଈପସିତା-ଛାତ୍ର ବିଜେଡି ସଭାପତି,…

‘ଝିଅଙ୍କୁ ଯୌତୁକରେ ସୁନା-ରୂପା ନ ଦେଇ,…

ଟ୍ରମ୍ପଙ୍କ ସହ କଥା ହେବାକୁ ଚାହୁଁ ନାହାନ୍ତି…

333 ବର୍ଷ ପୁରୁଣା ମନ୍ଦିର; ଯେଉଁଠି ଗଣେଶଙ୍କ…

ହାଇଡ୍ରାମା ରାଜନୀତି; ପୁଣି ସୋଫିଆ-ସୁବାସ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ବଡ଼ ଅଘଟଣ: ମାତା ବୈଷ୍ଣୋ ଦେବୀ ମାର୍ଗରେ…

ଚିନ୍ମୟ-ଯୁବ, ଈପସିତା-ଛାତ୍ର ବିଜେଡି ସଭାପତି,…

‘ଝିଅଙ୍କୁ ଯୌତୁକରେ ସୁନା-ରୂପା ନ ଦେଇ,…

ଟ୍ରମ୍ପଙ୍କ ସହ କଥା ହେବାକୁ ଚାହୁଁ ନାହାନ୍ତି…

Prev Next 1 of 28,236
© 2025 - TK Digital All Rights Reserved.