fbpx

ଘୁଞ୍ଚିଲା ରମାଦେବୀ ପରୀକ୍ଷା

ଭୁବନେଶ୍ୱର, ୮ା୬(ଓଡ଼ିଶା ଭାସ୍କର): ଘୁଞ୍ଚିଲା ରମାଦେବୀ ବିଶ୍ୱିବଦ୍ୟାଳୟ +୩ ସେମିଷ୍ଟର ପରୀକ୍ଷା । ଷଷ୍ଠ ସେମିଷ୍ଟର ପରୀକ୍ଷା ଘୁଞ୍ଚିଥିବା ସୂଚନା ମିଳିଛି । ଜୁନ ୨୫ ତାରିଖରେ ହେବାକୁ ଥିବା ଷଷ୍ଠ ସେମିଷ୍ଟର ଜୁଲାଇ ଦ୍ୱୀତିୟ ସପ୍ତାହକୁ ଘୁଞ୍ଚିଛି । ପରୀକ୍ଷା ବାତିଲ କରିବା ନେଇ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀମାନେ ବିକ୍ଷୋଭ କରିଥିଲେ ।

Get real time updates directly on you device, subscribe now.