fbpx

ନିଶ୍ଚିତକୋଇଲିରୁ ନୂଆ ୨୬ ପଜିଟିଭ୍ ଚିହ୍ନଟ

ସାଲେପୁର,୧୨ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ସକାଳେ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୨୬ ଜଣ ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଛି । ସାଲେପୁର ନିଶ୍ଚିତକୋଇଲି ବ୍ଲକରୁ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନ ହୋଇଥିବା ଜଣାପଡିଛି । ୨୬ ପଜିଟିଭଙ୍କ ମଧ୍ୟରୁ ୨୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ହୋମ୍ କ୍ୱାରେଣ୍ଟାଇରେ ଥିବା ଜଣାପଡିଛି । ତେବେ ନିଶ୍ଚିତକୋଇଲିରେ ୨୬ ଆକ୍ରାନ୍ତ ଚିହ୍ନଟ ନେଇ ବିଡିଓ କର୍ଣ୍ଣଦେବ ସମାଦ୍ଦାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.