fbpx

ଲକ୍ଷ୍ମୀସାଗର ସନସାଇନ ହସ୍ପିଟାଲ ହୃଦ୍ ସଲ୍ୟ ବିଭାଗର ବଡ଼ ସଫଳତା, ୯୯.୮% ହାରରେ ହାର୍ଟ ସର୍ଜରୀ କରି ସୃଷ୍ଟି କଲେ ଇହିହାସ

ଭୁବନେଶ୍ୱର: ସନସାଇନ ହସ୍ପିଟାଲ, ଲକ୍ଷ୍ମୀସାଗର, ଭୁବନେଶ୍ୱର ହୃଦ ସଲ୍ୟ ବିଭାଗର ଟିମ, ୯୯.୮% ହାରରେ ସମ୍ପୂର୍ଣ୍ଣ ସଫଳତା ସହ ୧୦୦ ପ୍ରତିଶତ ହାର୍ଟ ସର୍ଜରୀ କରି, ଏକ ନୂତନ ଇହିହାସ ସୃଷ୍ଟି କରିଛନ୍ତି। ହସ୍ପିଟାଲ୍ ର ମୁଖ୍ୟ ହାର୍ଟ ସର୍ଜନ ଡାକ୍ଟର ସ୍ୱେତାଙ୍କ ଦାସ ଏବଂ ତାଙ୍କର ଟିମଙ୍କୁ ହସ୍ପିଟାଲର ଡାଇରେକ୍ଟର ତଥା ବରିଷ୍ଠ ସ୍ନାୟୁ ସଲ୍ୟ ଚିକିତ୍ସକ, ବ୍ରିଗେଡ଼ିଅର ପ୍ରୋଫେସର ଡାଃ ପ୍ରଫୁଲ୍ଲ କୁମାର ସାହୁ, ଡାଇରେକ୍ଟର ତଥା ବରିଷ୍ଠ ସ୍ନାୟୁ ବିଶେଷଜ୍ଞ, ଡାଃ ପୟୋଦ କୁମାର ଜେନା, ଡ଼ାଇରେକ୍ଟର ତଥା ବିଶିଷ୍ଟ ଶିଳ୍ପପତି ଡ଼କ୍ଟର ଅଏଶକାନ୍ତ ମହାନ୍ତି, ଅନୁଷ୍ଠାନ ର ସିଇଓ ଡାଃ ଆଲୋକ ଲୋଧ, ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାଃ କୈଳାସ ଘୋଡ଼କେଙ୍କ ଦ୍ଵାରା ଏକ ସ୍ଵତନ୍ତ୍ର ସଭା ଆୟୋଜନ କରି କେକ୍ କଟିଂ ସହ ଭୁମିୟ ପ୍ରସଂଶା କରିଥଲେ।

ଡାଃ ଦାସ ଏହି ସଫଳତା ପଛରେ, ହାୟର ମ୍ୟାନେଜମେଣ୍ଟର ସହଯୋଗ, ଉତ୍ସର୍ଗକୃତ ଡାଃ ଦଳ, ନର୍ସିଂ ଷ୍ଟାଫ୍ ଏବଂ ସର୍ଜରୀ ବିଭାଗରେ ଯୋଡି ହୋଇଥିବା ସମସ୍ତଙ୍କ ମିଳିତ ସହଯୋଗରେ ହିଁ (ବହୁ କମ ଦିନରେ ଏବ୍ଂ ନିନ୍ନୁ ମୋଟାଲିଟି) ରେ ୧୦୦ ସର୍ଜରୀ କରିବାରେ ସକ୍ଷମ ହୋଇପାରିଛି । ଏଥିମଧ୍ୟରେ ଉପସ୍ଥିତ ବିଭିନ୍ନ ବିଭାଗର ଡାଃ, ତଥା ଅନ୍ୟ ଷ୍ଟାଫ୍ ସର୍ଜରୀ ବିଭାଗର ଟୀମଙ୍କୁ ଅଶେଷ ଧନ୍ୟବାଦର ସହିତ ଶୁଭକାମନା ଦେଇଥିଲେ।

Get real time updates directly on you device, subscribe now.