fbpx

ଗୁଜରାଟରେ ୫.୩ ତୀବ୍ରତାର ଭୂକମ୍ପ

ଗୁଜୁରାଟ,୧୪/୬: ଭାରତକୁ ଏବେ ବିପଦ ମାଡି ବସିଛି। କରୋନା ଓ ବାତ୍ୟା ସାଙ୍ଗକୁ ଭୂକମ୍ପର ବି ଶକ୍ତ ଝଟକା ଅନୁଭୂତ ହେଉଛି। ଏହାରି ମଧ୍ୟରେ ଆଜି ଗୁଜରାଟରେ ଶକ୍ତ ଭୂକମ୍ପର ଝଟକା ଅନୁଭୁତ ହୋଇଛି। ରେକ୍ଟର ସ୍କେଲରେ ଭୂକମ୍ପର ୫.୩ ତୀବ୍ରତା ସହ ଅନୁଭୂତ ହୋଇଥିଲା। କଚ୍ଛ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ସେଠାରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।

Get real time updates directly on you device, subscribe now.