fbpx

Big Breaking ରବିବାରରୁ ଆରମ୍ଭ ହେବ Modi 3.0: ସନ୍ଧ୍ୟା ୭.୧୫ରେ ପ୍ରଧାନମନ୍ତ୍ରୀ ଭାବରେ ନେବେ ଶପଥ

ନୂଆଦିଲ୍ଲୀ:  NDA ବୈଠକ ପରେ ନରେନ୍ଦ୍ର ମୋଦୀଙ୍କୁ ନେତା ଭାବରେ ଚୟନ କରାଯାଇଛି । ତେଣୁ ଆସନ୍ତା କ୍ୟାବିନେଟରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ । ଏଥିପାଇଁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମଞ୍ଜୁରୀ ଦେଇ ସାରିଛନ୍ତି । ଆସନ୍ତା ରବିବାର ସନ୍ଧ୍ୟା ୭.୧୫ରେ ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ । ଏହାପରେ ମୋଦୀ କ୍ୟାବିନେଟର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଦେଶରେ ପୁଣିଥରେ ମୋଦୀ ମ୍ୟାଜିକ ଦେଖିବାକୁ ମିଳିବ ଏବଂ ଭାରତରେ ଆରମ୍ଭ ହେବ ମୋଦୀ ୩.୦ ।

Get real time updates directly on you device, subscribe now.