fbpx

କାର୍ଯ୍ୟକ୍ଷମ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ୩ ମେଡିକାଲ କଲେଜ; ଯାଜପୁର ଲାଗି ୫୦ ସିଟ୍‌ର ଅନୁମତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଖୁବ୍ ଶୀଘ୍ର ସେବା ଯୋଗାଇବ ୩ ମେଡିକାଲ କଲେଜ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି । “କାର୍ଯ୍ୟକ୍ଷମ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ରାଜ୍ୟର ୩ ମେଡିକାଲ କଲେଜ । ଯାଜପୁର ମେଡିକାଲ କଲେଜ ପାଇଁ ୫୦ ସିଟ୍‌ର ଅନୁମତି ମେଡିକାଲ କାଉନସିଲ୍ ଠାରୁ ମିଳିଛି । ବାକି ୨ଟି ମେଡିକାଲ କଲେଜ ପାଇଁ ଖୁବଶୀଘ୍ର ଆବେଦନ କରିବୁ ।

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ ୩ଟି ମେଡିକାଲ କଲେଜ । ଯାଜପୁର, କନ୍ଧମାଳ, ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । “କଟକରେ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Get real time updates directly on you device, subscribe now.