fbpx

ପ୍ରକାଶ ପାଇଲା +୨ ମେଧା ତାଲିକା, ସବୁଠାରୁ ଆଗରେ ରେଭେନ୍ସା

କଟକ: ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି । କଳା, ବାଣିଜ୍ୟ ଓ ବିଜ୍ଞାନ ପାଇଁ ମେଧା ତାଲିକା ପ୍ରକାଶ ପାଇଛି । ମେଧା ତାଲିକାରେ ୪ ଲକ୍ଷ ୨୬ ହଜାର ୪୭୨ ପିଲା ସ୍ଥାନ ଅଧିକାର କରିଛନ୍ତି । ତେବେ ଏହି ତାଲିକାରୁ ୪୯ ହଜାର ୬୨୧ ଜଣ ବାଦ୍ ପଡିଛନ୍ତି । କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା କଲେଜ ଶୀର୍ଷରେ ରହିଛି । ରେଭେନ୍ସାରେ କଳା – ୭୫.୧୬ ପ୍ରତିଶତ, ବାଣିଜ୍ୟ-୭୭%, ବିଜ୍ଞାନ- ୯୧.୫୦% ।

Get real time updates directly on you device, subscribe now.