fbpx

‘ଏକ୍ସ’ ପ୍ଲାଟ ଫର୍ମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ: ୧୦୦ କୋଟି ଫଲୋର ପରେ ଏଲନ୍ ମସ୍କଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୋସିଆଲ ମିଡିଆ ପ୍ଲାଟ ଫର୍ମ ‘ଏକ୍ସ’ରେ ଶହେ ମିଲିୟନରୁ ଅଧିକ (୧୦ କୋଟି) ଫଲୋଅର୍ସ ହେବା ନେଇ ‘ଏକ୍ସ’ର ମାଲିକ ଏଲନ ମସ୍କ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜୁଲାଇ ୧୯ ତାରିଖ ରାତି ପ୍ରାୟ ୧୧.୧୧ ମିନିଟ ସମୟରେ ମସ୍କ ତାଙ୍କର ମାନବିକତା ଦୃଷ୍ଟି କୋଣରୁ ‘ଏକ୍ସ’ ହ୍ୟାଣ୍ଡେଲରେ ପିଏମ ମୋଦୀଙ୍କୁ ଟ୍ୟାଗ କରି ଶୁଭେଚ୍ଛା ଜଣାଇଛନ୍ତି। ଏହାନେଇ ସାରା ବିଶ୍ବରେ ମୋଦିଙ୍କ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.