fbpx

ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ; ଗୋବିନ୍ଦ ଚନ୍ଦ୍ର ଦାସ ଉପମୁଖ୍ୟ ସଚେତକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ସରୋଜ ପ୍ରଧାନ ହେଲେ ସରକାରୀ ଦଳ ମୁଖ୍ୟ ସଚେତକ । ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ମୁଖ୍ୟ ସଚେତକ ନିଯୁକ୍ତ । ଗୋବିନ୍ଦ ଚନ୍ଦ୍ର ଦାସ ହେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ । ରେମୁଣା ବିଧାୟକ ଗୋବିନ୍ଦ ଦାସଙ୍କୁ ଉପମୁଖ୍ୟ ସଚେତକ ଦାୟିତ୍ବ ।

Get real time updates directly on you device, subscribe now.