fbpx

(video): ନିଜ ପରିବାର ସହ ଜମାରୁ ଶୁଣନ୍ତୁନି ଏହି ୫ ଭୋଜପୁରୀ ଗୀତ, ଡବଲ ମିନିଂ ଗୀତ ଶୁଣି ନିଜେ ବି ହୋଇଯିବେ ପାନି-ପାନି….

ଓଡିଶା ଭାସ୍କର: ‘ଲଗାବେଲୁ ଜବ ଲିପଷ୍ଟିକ’ ଓ ‘ଛପରା ଲୌଟ କେ ନା ଜାୟେଙ୍ଗେ’ ଭଳି ସୁପରହିଟ ଭୋଜପୁରୀ ଗୀତକୁ ସାରା ଦେଶରେ ଖୁବ ଶୁଣାଯାଇଛି । ଏହିଭଳି ଗୀତକୁ ୟ୍ୟୁଟୁବରେ ମଧ୍ୟ ବେଶ୍ ଥର ଶୁଣିଥାଆନ୍ତି ଲୋକେ । ଏମିତି କିଛି ଭୋଜପୁରୀ ଗୀତ ଅଛି ଯାହାକୁ ଜଣେ ନିଜ ପରିବାରର ସହ ଦେଖିବା ତ ଦୂରରେ କଥା, ଶୁଣି ବି ପାରିବ ନାହିଁ । ଭୋଜପୁରୀର ଏହି ସବୁ ଡବଲ ମିନିଂ ଗୀତକୁ କେବଳ ଜଣେ ହେଡଫୋନ ବ୍ୟବହାର କରି ଶୁଣି ପାରିବ ।

ଭତାର ମଜା ବାହାରୀ: ଦିନେଶ ଲାଲ ଯାଦବଙ୍କ ଏହି ସୁପରହିଟ ଗୀତ ୭ ବର୍ଷ ପୂର୍ବେ ଆସିଥିଲା । ଆଜିପର୍ଯ୍ୟନ୍ତ ଏହାକୁ ପ୍ରାୟ ୨୩୨ ମିଲିୟନ ଲୋକେ ଦେଖି ସାରିଛନ୍ତି । ଏହି ଗୀତରେ ବହୁତ ଇଣ୍ଟିମେଟ ସିନ ଥିବାରୁ ଲୋକେ ବେଶ୍ ପସନ୍ଦ କରନ୍ତି । ଏହାକୁ ଖେସାରୀ ଲାଲ ଓ ତନୁଶ୍ରୀ ଗାଇଛନ୍ତି ।

ରାତ ଦିୟା ବୁତା କେ: ପୱନ ସିଂହ ଓ ଆମ୍ରପଲିଙ୍କୁ ନେଇ ତିଆରି ଏହି ଗୀତକୁ ୬୦୭ ମିଲିୟନ ଲୋକ ପସନ୍ଦ କରିଛନ୍ତି । ଏହାକୁ ନିଜେ ପୱନ ସିଂ ଗାଇଛନ୍ତି । ତାଙ୍କୁ ସାଥ ଦେଇଛନ୍ତି ଇନ୍ଦୁ ସୋନାଲି ।

ଜାଡା ମୈ ଖାଡା କରେ: ଅନ୍ତରା ସିଂ ପ୍ରିୟଙ୍କାଙ୍କ ଏହି ଗୀତ ଶୁଣୁ ଜଣେ ହସି ହସି ବେଦମ ହେବା ଥୟ । ଏହାକୁ ୟ୍ୟୁଟୁବରେ ପ୍ରାୟ ୬.୨ ମିଲିୟନ ଲୋକ ଦେଖି ସାରିଛନ୍ତି ।
ଟେବଲ ପର ଲେବଲ ମିଲି: ଦୀନେଶ ଲାଲ ଯାଦବ ଓ ଆମ୍ରପାଲୀଙ୍କୁ ଦୁବେଙ୍କୁ ନେଇ ଏହି ଗୀତ ସୁପରହିଟ ହୋଇଥିଲା ଭୋଜପୁରୀ ସିନେ ଜଗତରେ । ଏହାକୁ ପ୍ରାୟ ୩୨ ମିଲିୟନ ଲୋକ ଭଲ ପାଇବା ଦେଇଛନ୍ତି । ଏହି ଗୀତ ବେଶ୍ ଭାଇରାଲ ମଧ୍ୟ ହୋଇଛି ।

ଲହରୀୟା ଲୁଟା ଏ ରାଜା: ଏହା ମଧ୍ୟ ଦୀନେଶ ଲାଲଙ୍କ ସିନେମା ପ୍ରତିଜ୍ଞାର ଗୀତ ଅଟେ । ଏହି ଗୀତକୁ ଇନ୍ଦୁ ସୋନାଲି ଗାଇଛନ୍ତି । ଗୀତକୁ ଶୁଣି ଜଣକର ରାତିରେ ତାତି ବଢିବା ପ୍ରାୟ ଥୟ । ପ୍ରାୟ ୧୧ କୋଟି ଲୋକ ଏହି ଗୀତର ବାୟାରେ ବାୟା ଅଟନ୍ତି ।

Get real time updates directly on you device, subscribe now.