fbpx

ଆଉ ୩ଟି ଗେଟ ଖୋଲିଲା ହୀରାକୁଦ

ସମ୍ବଲପୁର,୨୭/୬(ଓଡିଶା ଭାସ୍କର): ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍‌ ଆଜି ଖୋଲାଯାଇଛି । ମୋଟ୍‌ ୧୫ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବର୍ତ୍ତମାନ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୧୫.୮୩ ଫୁଟ୍‌ ଅଛି । ପ୍ରତି ସେକେଣ୍ଡରେ ୮୧,୨୨୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୩୯୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Get real time updates directly on you device, subscribe now.