fbpx

ଲୋକସେବା ଭବନ ପରିସରରେ ସାପ

ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ଲୋକମାନେ ଘରୁ ବାହାରରୁ ନଥିବା ବେଳେ ବନ୍ୟଜନ୍ତୁଙ୍କ ରାଜୁତି ଦେଖିବାକୁ ମିଳୁଛି । ସେହିପରି ଆଜି ଲୋକସେବା ଭବନ ପରିସରରେ ସାପ ଦେଖାଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟମାନେ ମାନେ ଆସି ସାପୁକ ଉଦ୍ଧାର କରିଛନ୍ତି । ତେବେ ଗଡ କୋରଡରେ ଢାମଣା ସାପଟି ଛପି ରହିଥିବା ଜଣାପଡିଛି ।

Get real time updates directly on you device, subscribe now.