fbpx

ସରୋଜିନୀ ସାହୁଙ୍କୁ ମିଳିବ ଶାରଳା ପୁରସ୍କାର: ଲୋକପ୍ରିୟ ଉପନ୍ୟାସ ପାଇଁ ମିଳିବ ଉପହାର

ଓଡ଼ିଶା ଭାସ୍କର: ବିଶିଷ୍ଟ ସାହିତ୍ୟିକ ସରୋଜିନୀ ସାହୁଙ୍କ ପାଇଁ ଘୋଷଣା ହୋଇଛି ଏକ ସମ୍ମାନଜନକ ପୁରସ୍କାର । ତାଙ୍କ ଲିଖିତ ଏକ ଉପନ୍ୟାସ ପାଇଁ ସରୋଜିନୀ ସାହୁଙ୍କୁ ଚଳିତବର୍ଷର ଶାରଳା ପୁରସ୍କାର ପ୍ରଦାନ କରାଯିବ । ସେ ଲେଖିଥିବା ‘ଅସ୍ତିର ପାଦ’ ତାଙ୍କୁ ଏହି ବିଶିଷ୍ଟ ସମ୍ମାନରେ ସମ୍ମାନିତ କରିଛି । ଏହି ଉପନ୍ୟାସ ପାଇଁ ୪୫ତମ ଶାରଳା ପୁରସ୍କାରର ବିଜେତା ଭାବରେ ତାଙ୍କ ନାମକୁ ଚୟନ କରାଯାଇଛି ।

Get real time updates directly on you device, subscribe now.