Breaking: ସେଭ କରି ନିଅନ୍ତୁ ଟୋଲଫ୍ରି ନମ୍ବର, ଆବଶ୍ୟକ ପଡିଲେ କଲ କରି ପାଇବେ ସୂଚନା ସହ ସାହାଯ୍ୟ

ଭୁବନେଶ୍ୱର: ବାତ୍ୟା ପାଇଁ ସରକାରଙ୍କ ତରଫରୁ ବାତ୍ୟା ପ୍ରଭାବିତ ଜିଲ୍ଲା ପାଇଁ ଜାରି ହେଲା ଟୋଲଫ୍ରି ନମ୍ବର । ନିଜ ନିଜ ଅଞ୍ଚଳ ବା ଜିଲ୍ଲା ଅନୁଯାୟୀ ସେଭ କରି ନିଅନ୍ତୁ ଏହି ନମ୍ବରକୁ । କୌଣସି ଆବଶ୍ୟକତା ପଡିଲେ ଏହି ନମ୍ବରେ କଲ କରି ସାହାଯ୍ୟ ମାଗି ପାରିବେ । ସରକାର ତରଫରୁ ପ୍ରତି ସ୍ଥାନରେ ଉଦ୍ଧାରକାରୀ ମୁତୟନ ହୋଇଛନ୍ତି । କଲ କାଟିବା ପରେ ସେମାନେ ଯଥାଶୀଘ୍ର ପହଞ୍ଚି ସହାୟତା କରିବେ । ତେବେ ଏଥିପାଇଁ ଭୟଭୀତ ହେବା ଦରକାର ନାହିଁ । ସାମାନ୍ୟ ସଚେତନ ରହିଲେ, ବାତ୍ୟାରେ କିଛି କ୍ଷତି ହେବନାହିଁ ।