• Likes
  • Followers
  • Subscribers
  • Followers
  • Android App
  • Monday, August 11, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଏଣିକି ବ୍ୟାଙ୍କ ଗ୍ରାହକମାନେ ୪ ଜଣ ନୋମିନୀ ରଖିପାରିବେ: ବ୍ୟାଙ୍କିଂ ସଂଶୋଧନ ବିଲ୍ ଲୋକସଭାରେ ପାସ୍

ଏଣିକି ବ୍ୟାଙ୍କ ଗ୍ରାହକମାନେ ୪ ଜଣ ନୋମିନୀ ରଖିପାରିବେ: ବ୍ୟାଙ୍କିଂ ସଂଶୋଧନ ବିଲ୍ ଲୋକସଭାରେ ପାସ୍

By Manas Pradhan Last updated Dec 4, 2024 at 7:57 AM
Banking Amendment Bill
Share

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନର ନିୟମ ମୁତାବକ, ଜଣେ ଖାତାଧାରୀ ନିଜର ବ୍ୟାଙ୍କ ଆକାଉଣ୍ଟ ପାଇଁ କେବଳ ଜଣେ ମାତ୍ର ନୋମିନୀ ରଖିବାର ବ୍ୟବସ୍ଥା ରହିଛି । ଏହାର ଅର୍ଥ ହେଉଛି, ଖାତାଧାରୀଙ୍କ ମୃତ୍ୟୁ ପରେ ତାଙ୍କ ଖାତାରେ ଜମା ଥିବା ଶତ ପ୍ରତିଶତ ଅର୍ଥ ଉକ୍ତ ଜଣେ ନୋମିନୀଙ୍କୁ ଦିଆଯିବ । ତେବେ କେନ୍ଦ୍ର ସରକାର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଏହି ନିୟମ ଲାଗୁହେଲେ, ବ୍ୟାଙ୍କ ଗ୍ରାହକମାନେ ନିଜ ନିଜର ଆକାଉଣ୍ଟରେ ଜଣେ ବଦଳରେ ୪ ଜଣ ନୋମିନୀ ରଖିପାରିବେ ।

ସୂଚନା ମୁତାବକ, ବ୍ୟାଙ୍କିଂ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହୋଇଛି । ଏହି ବିଲ୍ ପାରିତ ହେବା ପରେ ବ୍ୟାଙ୍କ ନିଜର ରିପୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ପ୍ରତି ଶୁକ୍ରବାର ବଦଳରେ ପ୍ରତି ୧୫ ଦିନରେ ପ୍ରଦାନ କରିବ । ବିଲରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଯଦି କୌଣସି ଖାତାରେ ୭ ବର୍ଷ ପର୍ଯ୍ୟନ୍ତ କୌଣସି ନେଣଦେଣ ହୋଇ ନଥିବ, ତେବେ ତାହାକୁ ନିବେଶକଙ୍କ ଶିକ୍ଷା ଓ ସୁରକ୍ଷା ଫଣ୍ଡକୁ ପଠାଇ ଦିଆଯିବ । ଏହି ସଂଶୋଧନ ପରେ ଖାତାଧାରୀ ନିବେଶ ଶିକ୍ଷା ଓ ସୁରକ୍ଷା ଫଣ୍ଡରୁ ରାଶି ଉଠାଣର ଦାବି କରିପାରିବେ ।

ଏହି ବିଲ୍ ଲାଗୁ ହେଲେ ଗ୍ରାହକଙ୍କ ମୃତ୍ୟୁ ପରେ ତାଙ୍କ ଆକାଉଣ୍ଟରୁ ସହଜରେ ଅର୍ଥ ଉଠାଣ କରିହେବ । ନୂଆ ବ୍ୟାଙ୍କିଂ ଆଇନ ବିଲରେ ଜମାକାରୀଙ୍କୁ ଅଧିକ ସୁରକ୍ଷା ଓ ପ୍ରାଇଭେଟ ବ୍ୟାଙ୍କରେ ଭଲ ସର୍ଭିସ ପ୍ରଦାନର ବ୍ୟବସ୍ଥା ରହିଛି । ଏଥିସହିତ ଶେୟାର, ବଣ୍ଡ, ଡିଭିଡେଣ୍ଡର ସୁଧ ବା ରିଡେମ୍ପସନ ଆୟକୁ ଶିକ୍ଷା ଓ ସଂରକ୍ଷଣ କୋଷକୁ ଟ୍ରାନ୍ସଫର କରିବାର ସୁବିଧା ମିଳିବ । ନିବେଶକଙ୍କ ହିତ ସୁରକ୍ଷିତ ରହିବ ଓ ରିଫଣ୍ଡ କ୍ଲେମ କରିବାର ସୁବିଧା ମଧ୍ୟ ମିଳିବ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରହିଥିବା ନିୟମ ଅନୁସାରେ, ବ୍ୟାଙ୍କ ଗ୍ରାହକ ନିଜ ଆକାଉଣ୍ଟ ପାଇଁ କେବଳ ଜଣେ ମାତ୍ର ନୋମିନୀଙ୍କୁ ରଖିବାର ବ୍ୟବସ୍ଥା ରହିଛି । ଏହି ନିୟମ ସଂଶୋଧନ ହେବା ପରେ ଗ୍ରାହକମାନେ ନିଜ ଆକାଉଣ୍ଟରେ ୧ ବଦଳରେ ୪ ଜଣ ନୋମିନୀଙ୍କୁ ରଖିବାର ବ୍ୟବସ୍ଥା ରହିବ ।

ଆହୁରି ପଢନ୍ତୁ

ସ୍ତ୍ରୀର ପ୍ରେମିକକୁ ଅକଥନୀୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବରରେ…

Share

Prev Post

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ; ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ

Next Post

Breaking: ସକାଳୁ ସକାଳୁ ଭୂକମ୍ପ ଝଟକା, ଥରିଲା ମାଲକାନଗିରି

You might also like More from author
Top Stories

ସ୍ତ୍ରୀର ପ୍ରେମିକକୁ ଅକଥନୀୟ ନିର୍ଯାତନା…ପ୍ଲାଇ ସାହାଯ୍ୟରେ ତାଙ୍କ ଓଠ ଏବଂ ଦାନ୍ତ ବାହାର…

Breaking News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବରରେ ହେବ ବିଶ୍ବ ସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ

Breaking News

କମ୍ପିବ ଆରବସାଗର; ଗୋଟିଏ ସମୟରେ ସମରାଭ୍ୟାସ କରିବେ ଭାରତ-ପାକିସ୍ତାନର ନୌସେନା

Breaking News

5 ଲକ୍ଷ ପାଇଁ LLB ଛାତ୍ରକୁ ଅପହରଣ କଲା ସାଙ୍ଗ, ପାର୍କରେ ବୁଲିବା ବେଳେ ଉଠାଇ ନେଲା, ତାପରେ…

Top Stories

ଭାଇକୁ ରାକ୍ଷୀ ବାନ୍ଧିବାକୁ ଦେଲାନି ସ୍ବାମୀ, ବଚସା ପରେ 3 ଛୁଆକୁ ଧରି କେନାଲକୁ ଡେଇଁପଡିଲା ସ୍ତ୍ରୀ

Breaking News

NEET UG Counseling 2025: କାଲି ପ୍ରକାଶ ପାଇବ NEET UG Counseling ସିଟ୍ ଆଲଟମେଣ୍ଟ ରେଜଲ୍ଟ,…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ସ୍ତ୍ରୀର ପ୍ରେମିକକୁ ଅକଥନୀୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବରରେ…

କମ୍ପିବ ଆରବସାଗର; ଗୋଟିଏ ସମୟରେ ସମରାଭ୍ୟାସ…

5 ଲକ୍ଷ ପାଇଁ LLB ଛାତ୍ରକୁ ଅପହରଣ କଲା ସାଙ୍ଗ,…

ଭାଇକୁ ରାକ୍ଷୀ ବାନ୍ଧିବାକୁ ଦେଲାନି ସ୍ବାମୀ,…

NEET UG Counseling 2025: କାଲି ପ୍ରକାଶ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ସ୍ତ୍ରୀର ପ୍ରେମିକକୁ ଅକଥନୀୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବରରେ…

କମ୍ପିବ ଆରବସାଗର; ଗୋଟିଏ ସମୟରେ ସମରାଭ୍ୟାସ…

5 ଲକ୍ଷ ପାଇଁ LLB ଛାତ୍ରକୁ ଅପହରଣ କଲା ସାଙ୍ଗ,…

Prev Next 1 of 27,574
© 2025 - TK Digital All Rights Reserved.