Breaking: ମାତ୍ର ୨ ଟଙ୍କାରେ ବିକ୍ରି ହେଉଛି ଟମାଟୋ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

ଗଞ୍ଜାମ: ଟମାଟୋ କିଲୋ ୨ ଟଙ୍କା । ଚିନ୍ତାରେ ଚାଷୀ । ବିଲରୁ ଟମାଟୋ ଆଣିଲେନି ଚାଷୀ ।

ଅଭାବୀ ବିକ୍ରି ଦୃଷ୍ଟିରେ ରଖି ଟମାଟୋ ଆଣିଲେନି । ୫ ଦିନରେ ଟମାଟୋ ଦର ଖସି ୨ ଟଙ୍କାରେ ପହଞ୍ଚିଲା ।

ଟମାଟୋ ଦର ୨ ଟଙ୍କା ପାଇଁ ତୋଳୁନାହାନ୍ତି ଚାଷୀ । କିଲୋ ପିଛା ମାତ୍ର ୨ ଟଙ୍କାରେ ଟମାଟୋ ବିକ୍ରି ।