ରିସର୍ଚ୍ଚରୁ ବଡ଼ ଖୁଲାସା; ଏହି ତେଲ ଖାଇବା ବିପଦ, ଗୋଟିଏ ବର୍ଷରେ ୨୦ ଲକ୍ଷରୁ ଅଧିକ ଲୋକଙ୍କର ଗଲାଣି ପ୍ରାଣ
ଏହି ତେଲ ତେଲ ଖାଇ ମରିଯାଉଛନ୍ତି ଲୋକେ, ଜାଣନ୍ତୁ
ନୂଆଦିଲ୍ଲୀ: ସାଧାରଣତଃ ଆମେ ଖାଦ୍ୟ ପ୍ରସ୍ତୁତ ସମୟରେ ସବୁ ଆଇଟମରେ ତେଲ ପକାଇଥାଉ । ଭଜା- ତରକାରୀରେ ତେଲ ନ ପଡିଲେ ତାହା ପ୍ରସ୍ତୁତ ହୋଇପାରେନି ।
ତେବେ ଆଜି ଏପରି ଏକ ତେଲ ବିଷୟରେ ଆମେ କହିବାକୁ ଯାଉଛୁ ଯେ, ଯାହାକୁ ଖାଇ ଅଧିକାଂଶ ଲୋକଙ୍କର ମୃତ୍ୟୁ ଘଟିଛି ।
କେରଳ ଆୟୁର୍ବେଦିକ ୟୁନିଭର୍ସିଟି ଅଫ ରିସର୍ଚ୍ଚ ସେଣ୍ଟର ଅନୁସାରେ, ପ୍ରତି ବର୍ଷ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ରିଫାଇଣ୍ଡ ତେଲ ।
ରିଫାଇଣ୍ଡ ତେଲ ଡିଏନଏ ଡ୍ୟାମେଜ, ଆରଏନଏ ନଷ୍ଟ, ହାର୍ଟ ଆଟାକ, ହାର୍ଟ ବ୍ଲକେଜ, ବ୍ରେନ ଡ୍ୟାମେଜ, ସୁଗାର, ବିପି, କ୍ୟାନ୍ସର, ହାଡକୁ ଦୁର୍ବଳ କରିଦେଇଥାଏ ।
ଏହା ଦ୍ୱାରା ରିଫାଇଣ୍ଡ ତେଲକୁ ଖାଇବା ଦ୍ୱାରା ହାଡ଼ ଗଣ୍ଠିରେ ଯନ୍ତ୍ରଣା, ଅଣ୍ଟା ବିନ୍ଧା, କୀଡନୀ ଡ୍ୟାମେଜ, ଲିଭର ଖରାପ, କୋଲେଷ୍ଟ୍ରକ, ଆଖିର ପାୱାର କମିଯିବା, ତ୍ୱାଚା ରୋଗ ଆଦି ହୋଇଥାଏ ।