ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଆ ଫିଲ୍ମ ପ୍ରଯୋଜନା କରିବେ ଭେଟେରାନ ବୋନୀ କପୁର। ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା।
ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛି କହିଲେ। ଶେଷରେ କହିଲେ ‘ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଆଗକୁ ନେବାକୁ ହାତ ବଢ଼ାଇବି’। ଖାଲିତ ବୋନି କପୁର ନୁହନ୍ତି ପାଖରେ ଥିଲେ ଅର୍ଜୁନ କପୁର ।
ଆଉ ବାପା ପୁଅଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ । ସେଦିନ ବାରବାଟିରେ ରୋହିତ ଶର୍ମାବି ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ଖୁସିେହୋଇ ତାଙ୍କ ହାତକୁ ଟେକିଦେଇଥିଲେ ।
ଆଉ ଏବେ ପୁଣି ଦେଖିବାକୁ ମଳିଛି ବଲିଉଡ଼ର ଏତେ ବଡ଼ ତାରକା ହେଲେବି ଆଜି ମୁଖ୍ୟମନ୍ତ୍ରୀଙ୍କ ଏଭଳି ସ୍ୱାଗତ ଦେଖି ମାନି ଗଲେ । ଦେଖିନ୍ତୁ ଏହି ଦୃଶ୍ୟ କେମିତି ଖୁସି ହୋଇପଡ଼ିଛନ୍ତି ଅର୍ଜୁନ କର୍ପୁର ।
ହଁ ଆଜ୍ଞ ଦିନିକିଆ ମ୍ୟାଚ୍ ସରିବା ପରେ ପରେ ଏବେ ସେଲିବ୍ରିଟି ମାନଙ୍କର କ୍ରିକେଟ ଲିଗ୍ ହେବାକୁ ଯାଉଛି ବାରବାଟି ଷ୍ଟାଡ଼ିଅମରେ ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଜୁନ କାପୁରଙ୍କ ଫଟୋ ହେଉଛି ଭାଇରାଲ ।
ଯେଉଁଥିରେ ଦେଖିବାକୁ ମଳିଛି ଅର୍ଜୁନ କାପୁର ଏମିତି ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀଙ୍କୁ ଦେଖି ଖୁସି ହୋଇଯାଛନ୍ତି ।